ସମ୍ପତି ପାଇଁ ଯୁବକଙ୍କ ଉନ୍ମତ୍ତ କାଣ୍ଡ: ନିଜ ମା’କୁ ୧୯ ଘଣ୍ଟା ମୁଣ୍ତ ଜାମିନ୍‌ ରଖିଲା ଯୁବକ

ପିପିଲି : ପିପିଲି ଥାନା ଲକ୍ଷ୍ମୀନାରାୟଣପୁର ଗାଁରେ ରବିବାର ରାତିରେ ବଡ଼ଭାଇକୁ ସାନଭାଇ ମରଣାନ୍ତକ ଆକ୍ରମଣ କରିବା ପରେ ଗିରଫ ଭୟରେ ନିଜ ମା’କୁ ମୁଣ୍ତଜାମିନ ରଖିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଏଭଳି ଅଭାବନୀୟ ଘଟଣା ଘଟାଇଥିବା ଯୁବକ ହେଉଛି ଉକ୍ତ ଗାଁର ଦିଲୀପ ରଥ। ଏଥିପାଇଁ ପୁଲିସ ରବିବାର ରାତିଠାରୁ ସେହି ଘର ବାହାରେ ଜଗି ରହିଥିବାବେଳେ ଦିଲୀପ କବାଟ ନ ଖୋଲିବା ଯୋଗୁ ଗମ୍ଭୀର ପରିସ୍ଥିତି … Continue reading ସମ୍ପତି ପାଇଁ ଯୁବକଙ୍କ ଉନ୍ମତ୍ତ କାଣ୍ଡ: ନିଜ ମା’କୁ ୧୯ ଘଣ୍ଟା ମୁଣ୍ତ ଜାମିନ୍‌ ରଖିଲା ଯୁବକ